ଆପଣ ଚେଷ୍ଟା କରୁଛନ୍ତି କି, ଆଧାର କାର୍ଡରେ Mobile Number Update କରିବା ପାଇଁ ହେଲେ ଜାଣି ନାହାନ୍ତି ଠିକ୍ ପ୍ରୋସେସ ?
ଆପଣ ଏକା ନୁହନ୍ତି, Recently ମୁଁ ବି Face କରିଥିଲି ଏହି Issue ଯେତେବେଳେ ମୋ ପୁରୁଣା Mobile Number Active ନଥିଲା ଆଉ ମୋତେ OTP ଆସୁ ନଥିଲା, ତେଣୁ ମୁଁ ଅଲଗା ଅଲଗା Methods Use କଲି, ତାପରେ ମୁଁ ଗୋଟେ Simple ବାଟ ପାଇଗଲି, ଯେ କେମିତି ଅତି ସହଜରେ Update କରିପାରିବେ।
ମୁଁ ଏଠି ଆପଣ ମାନଙ୍କୁ ଅତି ସହଜରେ ବତେଇ ଦେବି ପୁରା Step-by-step, ଯେମିତି ଆପଣମାନେ ବି କରି ପାରିବେ ବିନା Confusion ରେ।
କଣ ଆପଣ ଆଧାର କାର୍ଡ ରେ Mobile Number Update କରି ପାରିବେ Online ?
ନାଁ, ଆପଣ କେବେ ବି Online ରେ Mobile Number Update କରି ପାରିବେନି, ସେଇଥିପାଇଁ ଆପଣଙ୍କୁ ଆପଣଙ୍କର ନିକଟସ୍ଥ ଆଧାର କେନ୍ଦ୍ର କୁ ଯିବାକୁ ପଡ଼ିବ। କାହିଁକି ନା, ଆଧାର ରେ କିଛି Update କରିବା ପାଇଁ Biometric Verification ଦରକାର ଆଉ ସେଥିପାଇଁ ଆପଣଙ୍କୁ ଆଧର କେନ୍ଦ୍ର ଯିବାକୁ ପଡିବ।
Step-by-step Process Mobile Number Update କରିବା ପାଇଁ:
Step 1: ଆପଣଙ୍କ ନିକଟସ୍ଥ ଆଧାର କେନ୍ଦ୍ର ଖୋଜନ୍ତୁ।
- Office Website Visit କରନ୍ତୁ (UIDAI Website)
- ସେଇଠି ଦେଖନ୍ତୁ, Nearby Aadhar Seva Kendra
Step 2: ନିକଟସ୍ଥ ଆଧାର କେନ୍ଦ୍ର କୁ ଯାଆନ୍ତୁ।
- ଆପଣଙ୍କ ଆଧାର କାର୍ଡ ନେଇଥିବେ।
- ଆଉ ବେଶୀ କିଛି Documents ଦରକାର ପଡେନି।
Step 3: Update Form କୁ Fillup କରନ୍ତୁ।
- ସେଇଠି ପଚାରନ୍ତୁ Aadhar Update Form
- ଆପଣଙ୍କ ନୂଆ Mobile Number ଲେଖନ୍ତୁ।
Step 4: Biometric Verification କରାନ୍ତୁ।
- ଆପଣଙ୍କ Fingerprint ନହେଲେ Iris, Scanner ରେ Scan କରିବାକୁ କହିବେ।
- ଏଇ Process ରେ ଆପଣଙ୍କ Identity Confirm ହେଇଯିବ ।
Step 5: Fee Payment କରନ୍ତୁ।
- Usually ₹୫୦ ଟଙ୍କା ନିଅନ୍ତି, କିନ୍ତୁ ଜଗ ନେଇକି କିଛି ଏପଟ ସେପଟ ହେଇପାରେ।
Step 6: Acknowledgement Slip Collect କରନ୍ତୁ।
- ଆପଣ ଗୋଟେ URN(Update Request Number) ପାଇବେ।
- ସେଇ URN ରେ ଆପଣଙ୍କ Status Check କରି ପାରିବେ।
କେମିତି Check କରିବେ Update Status?
- UIDAI Website କୁ ଯାଆନ୍ତୁ।
- Enter URN Number ରେ ଆପଣଙ୍କ URN Number ପକେଇବେ।
- ତାପରେ ଆପଣଙ୍କ Update Status Check କରି ପାରିବେ।
ମୋ Case ରେ, ମୁଁ ନିଜେ ମୋ ନିକଟସ୍ଥ ଆଧାର କେନ୍ଦ୍ର ଯାଇଥିଲି, ଆଉ ମୋର ପୁରା ପ୍ରୋସେସ ୧୫/୧୬ ମିନିଟ୍ ଲାଗିଥିଲା। ମୋ Number Update ହେଇ ଯାଇଥିଲା ୬ ଦିନ ମଧ୍ୟରେ ଆଉ ତାପରେ OTP ଆସିବା ଆରମ୍ଭ କଲା।
ସେଇଥିପାଇଁ ଆପଣ ମାନେ ବି Online ରେ ସମୟ ବରବାଦ କରନ୍ତୁ ନାହିଁ, ଆପଣଙ୍କ ନିକଟସ୍ଥ ଆଧାର କେନ୍ଦ୍ର କୁ ଯାଆନ୍ତୁ ଆଉ ସେଇଠି ବହୁତ୍ ଶୀଘ୍ର ଆପଣଙ୍କ କାମ ହେଇଯିବ।


